A flower with 4 petals
Saturday, 19 October 2024
ବଡ ହଟିଆ ଶ୍ୟାମ ବଂଶୀରେ ଲଗାଇଲେ କାଣ୍ଡିଆ ଅଠା
ବଡ ହଟିଆ ଶ୍ୟାମ ବଂଶୀରେ ଲଗାଇଲେ କାଣ୍ଡିଆ ଅଠା ଆହାଃ କେଡେ ଲୋଭି ମନ ମୋ ପାଦଦୁଇ ହେଲା ସ୍ଥିର ଗଜା ଉଦ୍ଧାରଣ ଦୌପ୍ରଦୀ ତାରଣ ଏହି ଚକ୍ଷୁରେ ଦେଖିବି ହା କୃଷ୍ଣ ହା କୃଷ୍ଣ ହା କୃଷ୍ଣ ଡାକରେ ଭାଙ୍ଗିବ ନିଦ୍ରା ତାର
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment