Monday, 14 October 2024

ବୁଦ୍ଧି ବ୍ୟତୀତ ମୋହର ଅନ୍ୟ ମାପ କାଠି ନାହିଁ

ବୁଦ୍ଧି ବ୍ୟତୀତ ମୋହର ଅନ୍ୟ ମାପ କାଠି ନାହିଁ ଗୋବିନ୍ଦ ହେ ତୋତେ ମୁହିଁ କାହିଁ ପାରିବି ମାପି ମାତା ପିତା ଗୁରୁ ଦୁଖି ରୋଗୀ ମୁହିଁ ସେବି ନାହିଁ ଗୋବିନ୍ଦ ହେ ତୋ ଉଦାର ପଣେ ତାର ଏ ପାପି

No comments:

Post a Comment