Sunday, 27 October 2024

ହେ ସକଳ ଦୃଶ୍ୟ ଅଦୃଶ୍ୟର ସୃଷ୍ଟି ପାଳନ ସଂହାରକ

ହେ ସକଳ ଦୃଶ୍ୟ ଅଦୃଶ୍ୟର ସୃଷ୍ଟି ପାଳନ ସଂହାରକ ଅତି ସମ୍ଭ୍ରମରେ ବିଜ୍ଞାନ ନତ ମସ୍ତକ ତୁମ୍ଭରି ପାଖରେ ମନ ବୁଦ୍ଧି ଇନ୍ଦ୍ରିୟଙ୍କ ସହଯୋଗରେ ଯାହା ମୁଁ ଲଭିଛି ତୁମ୍ଭଙ୍କୁ ସକଳ ଜ୍ଞାତ ହେ ପରମଜ୍ଞାନୀ ଚକାଆଖିରେ

No comments:

Post a Comment