Thursday, 24 October 2024

ସିଏ ପରା ଅପଲକ କେମିତି ଠାରି ପାରିବ ଆଖି

ସିଏ ପରା ଅପଲକ କେମିତି ଠାରି ପାରିବ ଆଖି ଯାହାକୁ ବିକି ଦେଇଛି ଏହି ମୋର ମନ ପରାଣ ଅତି ନେହୁରା ହୋଇ କହିଛି ଥରୁଟେ ଆସିବାକୁ ମନ ଦେଇଛି ହୃଦୟ ଦେବି ଖାଉଛି ମୋ ରାଣ

No comments:

Post a Comment