Saturday, 19 October 2024

ନିଜର ମନକୁ ମାରିଦେଲେ ଚିତ୍ତ ଶୁଦ୍ଧି ହୁଏ

ନିଜର ମନକୁ ମାରିଦେଲେ ଚିତ୍ତ ଶୁଦ୍ଧି ହୁଏ ଚିତ୍ତ ଶୁଦ୍ଧି ହେଲେ ଘରେ ଅତିଥି ହୁଏ ସତ୍ଵ ମହାବୈଷ୍ଣବମାନଙ୍କୁ ଅତି ନିକଟେ ବସାଇ କୋକିଳ କଣ୍ଠରେ ଗାଇଯାଏ ମୁକ୍ତିର ତତ୍ତ୍ୱ

No comments:

Post a Comment