Thursday, 24 October 2024

ତୁହି ସିନା ହେଲୁ ମାଆ ଗୋ ମହାପୂଣ୍ୟ ବୈତରଣୀ

ତୁହି ସିନା ହେଲୁ ମାଆ ଗୋ ମହାପୂଣ୍ୟ ବୈତରଣୀ ପରମ ଦୟାମୟି ନିଜ ସନ୍ତାନକୁ ସ୍ନେହଁ କାଙ୍ଗାଳ କରି ତୁହି କାହୁଁ ବୁଝିବୁ ପାଷାଣୀ ମୋର ହୃଦୟ ବଡ ଆଶା ଅଶେଷ ଆଶିଷକୁ ତୋର ମା ଦିବସନିଶି ମରେ ଝୁରି

No comments:

Post a Comment