Tuesday, 1 July 2025

ଆୟୁଷ ମୋର ସରି ଆସିଲା ହେ ଗୋଵିନ୍ଦ

ଆୟୁଷ ମୋର ସରି ଆସିଲା ହେ ଗୋଵିନ୍ଦ ମୋର ମାଟି ଶରୀର ହୋଇଲା ଅତି ଅବଶ ଭରଷା ମୋର ସବୁ ତୁଟିଲା ହେ ଛନ୍ଦାପାଦ ମୋତେ ଦର୍ଶନ ନ ମିଳିଲା ମୋହନ ବେଶ

No comments:

Post a Comment