Tuesday, 1 July 2025

ଅନେକ ଅନେକ ପୁଷ୍ପରେ ମଧୁମକ୍ଷୀ ବସେ

ଅନେକ ଅନେକ ପୁଷ୍ପରେ ମଧୁମକ୍ଷୀ ବସେ କେବଳ ଉଡି ଖୋଜଇ ଅମୃତ ସମାନ ମହୁ ଦେହ ନବଦ୍ଵାରରେ ମୋହର ଇନ୍ଦ୍ରିୟ ରସେ ଆତ୍ମା କେବଳ ଛନ୍ଦାପାଦକୁ ଝୁରେ ମହାବାହୁ

No comments:

Post a Comment