Wednesday, 9 July 2025

କାଳିଦଳା ଛନ୍ଦା ପାଦକୁ ମୋର ବାଇଆ ମନରେ

କାଳିଦଳା ଛନ୍ଦା ପାଦକୁ ମୋର ବାଇଆ ମନରେ ସଦା ହୃଦୟ କମଳ କେଶରରେ ଥୋଇ ଚିନ୍ତୁଥିବା ବନମାଳୀ ଅଧରରେ ମୋହନ ମଧୁର ବଂଶୀ ଧ୍ୱନି ସଦା ଝୁରି ଝୁରି ମରୁଥିବା କର୍ଣ୍ଣ ଦୁଇକୁ ଡ଼େରିଥିବା

No comments:

Post a Comment