Saturday, 12 July 2025

ବାଳୁତ ସନ୍ତାନ କ୍ଷୁଦ୍ର

ବାଳୁତ ସନ୍ତାନ କ୍ଷୁଦ୍ର ପାଦକୁ ଅନୁସରଣ କରେ ଜନନୀ ସ୍ନେହଁ ଡୋଳେ ବାଳୁତ ଅରୁଣ ଅର୍ଦ୍ଧ ଚନ୍ଦ୍ର ସୁଷମାକୁ ନିରତ ଅନୁସରଣ କରେ ଦିନ ରାତି ବାଳୁତ ବାମନ ଚାରୁ କପୋଳରେ ବୈଷ୍ଣବ ତିଳକକୁ ଅପଲକ ଡୋଳା ବାଳୁତ ଗୋପାଳର ଚଞ୍ଚଳ ଚରଣ କାଳୀ ଶିରରେ ଅନୁସରଣରେ ମତ୍ତି

No comments:

Post a Comment