Saturday, 12 July 2025

ଫଳ ବୋଲେ ମୋତେ ଡେମ୍ଫରେ ଲଗା

ଫଳ ବୋଲେ ମୋତେ ଡେମ୍ଫରେ ଲଗା ଫୁଲ ବୋଲେ ମୋତେ ଲଗା ଡେମ୍ଫରେ ଦେହ ବୋଲେ କୁଣ୍ଢା କୁଣ୍ଢା ଅଧାଗଢ଼ାଙ୍କୁ ମନ ବୋଲେ ହରେ କୃଷ୍ଣ ରାମ ଜପରେ

No comments:

Post a Comment