Wednesday, 9 July 2025

କଳା ତୁଳସୀ ବୃକ୍ଷ ଉପରେ ମୋର ନଜର ପଡିଗଲେ

କଳା ତୁଳସୀ ବୃକ୍ଷ ଉପରେ ମୋର ନଜର ପଡିଗଲେ ସ୍ମୃତି ଝରକାରେ ହୃଦୟ ମୋହିନିଏ ଶ୍ରୀଗୋବିନ୍ଦ ଲୀଳା ଦଶାବତାରଙ୍କ ପାଦ କମଳକୁ ଚୁମିଯାଏ ମନ ଭ୍ରମର ପହଣ୍ଡି ବିଜୟ ବେଳେ କେଡେ ଶୋଭା ଚକାଡୋଳା

No comments:

Post a Comment