Wednesday, 9 July 2025

କମଳ ଅପେକ୍ଷା ସୂର୍ଯ୍ୟ କିରଣକୁ

କମଳ ଅପେକ୍ଷା ସୂର୍ଯ୍ୟ କିରଣକୁ ଉଷାକୁ ଅପେକ୍ଷା କରିଥାନ୍ତି ପକ୍ଷୀ ମୁମୁକ୍ଷୁ ଖୋଜୁଥାଏ ବୈଷ୍ଣବ ସଙ୍ଗ ଲଭି କୃଷ୍ଣ ହେବାକୁ ପରମ ସୁଖୀ

No comments:

Post a Comment