Wednesday, 2 July 2025

ଅନନ୍ତ ଶୟନ ଓଁ ନମୋ ନାରାୟଣ କୃଷ୍ଣ

ଅନନ୍ତ ଶୟନ ଓଁ ନମୋ ନାରାୟଣ କୃଷ୍ଣ ପ୍ରଭୁଙ୍କର ଶେଷ ନାଗ ଅତି ବୃହତ ଫେଣା ଫଣା ନଇଁ ବୈକୁଣ୍ଠକୁ ପଥ କଢ଼େଇଲା ପରମ ହଂସ ପରମ କୃପା ନୁହେଁ ଉଣା

No comments:

Post a Comment