Wednesday, 2 July 2025

ପ୍ରତି ଜୀବ ନବ ଜାତକ କଅଁଳ ଶିଶୁଟିଏ

ପ୍ରତି ଜୀବ ନବ ଜାତକ କଅଁଳ ଶିଶୁଟିଏ କୃଷ୍ଣ ନାମ ନଖ ଉଷୁମ ଖିର ଉଛୁଳା ସ୍ଥନ ମୁଖରେ ଦେଲେ ଧର୍ମ ଅର୍ଥ କାମ ମୋକ୍ଷ ସେହି କୃଷ୍ଣ ଛନ୍ଦାପଦାକୁ ଝୁରି ମରେ ମନ

No comments:

Post a Comment