A flower with 4 petals
Wednesday, 9 July 2025
ବାସୁକୀ ନାଗ ନିଜ ଛାୟାରେ ଲଭିଣ ଅନନ୍ତ ପଦ୍ମନାଭଙ୍କୁ
ବାସୁକୀ ନାଗ ନିଜ ଛାୟାରେ ଲଭିଣ ଅନନ୍ତ ପଦ୍ମନାଭଙ୍କୁ କମଳ ମୁଖକୁ ଚାହିଁ ଅତ୍ମାନନ୍ଦରେ ବିଭୋର ସପ୍ତ ଫେଣା ଗରୁଡ଼ ଝୁରୁଥାଏ ମାଆ କମଳା ସେବିତ କମଳ ଚରଣକୁ ବ୍ରହ୍ମାନନ୍ଦରେ ଫଡ ଫଡ ହେଉଥାଏ ତାର ବେନି ଡେଣା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment