Saturday, 12 July 2025

ଥଳ କୁଳ ହିନ ସଂସାର ସାଗରରେ ମୁହିଁ ବୁଡି ଯାଉଥିଲି

ଥଳ କୁଳ ହିନ ସଂସାର ସାଗରରେ ମୁହିଁ ବୁଡି ଯାଉଥିଲି ହେ ମଧୁର ଛନ୍ଦାପାଦ କୂଳରେ ଲଗାଇଲୁ ଜୀବନ ଡଙ୍ଗା ବୈଷ୍ଣବର ଶ୍ରୀପତି ଭୈରବର ଶିବ ଯୋଗିନୀର ସୁଭଦ୍ରା ଧରା ଦିଅ ମୋ ଆଖି ଡୋଳାକୁ ସାଇ କୃଷ୍ଣ ପାଦ ରଙ୍ଗା

No comments:

Post a Comment