Wednesday, 2 July 2025

ପାଦରେ ଚାଲିଲି

ପାଦରେ ଚାଲିଲି ଜଳରେ ବୁଡ଼ିଲି ହେ ନୀଳାଦ୍ରିନାଥ ଉଡାଜାହାଜରେ ଉଡି ଅନେକ ସ୍ଥାନ ଭ୍ରମିଣ ଦେଖିଲି ସୁନ୍ଦର ପଣରେ ଆପଣ କେବଳ ଆପଣଙ୍କର ଉପମା ଆଖିରେ ଆଖି ମିଳେଇ ଆନନ୍ଦ ସାଗରରେ ଭାସିଲି

No comments:

Post a Comment