Wednesday, 2 July 2025
ଶରଣ ପଞ୍ଜର ଗୋବିନ୍ଦ
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଲକ୍ଷ୍ମୀ ସେବିତ କଞ୍ଜ ସୁନ୍ଦର ଛନ୍ଦା ପାଦ ଶରଣମ [1]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ସୀତା ପତି ରାମ ରାଧା ପତି କୃଷ୍ଣ ପାଦ ଶରଣମ [2]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ବ୍ରହ୍ମ ବ୍ରାହ୍ମଣ ବ୍ରହ୍ମଚାରୀ ବ୍ରହ୍ମଦାରୁ ବ୍ରହ୍ମାନନ୍ଦ ଶରଣ [3]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଶେଷନାଗ ପୃଷ୍ଠ ଶାନ୍ତାକାର ପୁଣ୍ଡରୀକାକ୍ଷ ଶରଣ [4]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଗରୁଡ ବାହାନ ଶଙ୍ଖ ଗଦା ପଦ୍ମ ଚକ୍ର ଶରଣମଂ [5]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ପାଣ୍ଡଵ ସଖା ଗଜା ଉଦ୍ଧାରଣ ଦୟାନିଧି ଶରଣ [6]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଅରୂପ ରୂପ ସଗୁଣ ନିର୍ଗୁଣ ସୁକ୍ଷ୍ମ ବୃହତ ଶରଣମ [7]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ନନ୍ଦୀ ଘୋଷ ସାରଥୀ ଧର୍ମ ସଂସ୍ଥାପନ ଶରଣମ [8]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଦେବକୀ ଦୁଃଖ ନାଶନ ହେ ବାସୁଦେବ ଶରଣ[9]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଵିଭଷଣ ଅହଲ୍ୟା ଦୌପ୍ରଦୀ ଉଦ୍ଧାର ଶରଣମ [10]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ବ୍ୟାସ ତତ୍ତ୍ୱ ଭାଗବତ ଯୋଗ ଜ୍ଞାନ ଭକ୍ତି ଶରଣ [11]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଜୟଦେବ ସାଲବେଗ ବନମାଳୀ ନାଥ ଶରଣ [12]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ତୁଳସୀ ମଲ୍ଲୀ ଚମ୍ପା ବଉଳ ପଟଳ ପ୍ରିୟ ଶରଣ [13]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଅଧାଗଢ଼ା ବଳଭଦ୍ର ସୁଭଦ୍ରା ଜଗନ୍ନାଥ ଶରଣାମ [15]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ନୀଳଚକ୍ର ପତିତପାବନ ବଡଦାଣ୍ଡ ବାଲି ଶରଣ [16]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ବାଇଶି ପାହାଚ ଚନ୍ଦନ ଅର୍ଗଳୀ ଚକାଆଖି ଶରଣ [17]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ସର୍ବମ ସହା ଭବ ସାଗର ନାବ ନାଉରି ଶରଣ[18]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ସୋ ଅହଂ ଅଷ୍ଟଦଳ ବିଷ୍ଣୁ ଆଜ୍ଞା ଓଁକାର ଶରଣମଂ[19]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ପରମ ସ୍ୱଜନ ନିର୍ମଳ ଆନନ୍ଦ ସାଗର କୂଳ ଶରଣ[20]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ନୟନ ଜ୍ୟୋତି ଆତ୍ମା ଜ୍ଞାନ ଆତ୍ମା ଜ୍ୟୋତି ଶରଣ [21]
ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ ନାରାୟଣ କୃଷ୍ଣ
ଶରଣ ପଞ୍ଜର ଛନ୍ଦାପାଦ ଓଁ ଶ୍ରୀ ସାଇରାମ ଶରଣ [22]
Subscribe to:
Post Comments (Atom)

No comments:
Post a Comment