Sunday 11 August 2024

ବାଇଆ ମନ ମୋ ବୁଲୁଥାଏ ଏଣେ ତେଣେ

ବାଇଆ ମନ ମୋ ବୁଲୁଥାଏ ଏଣେ ତେଣେ ଶୟନ ସପନରେ ଦେଖୁଥାଏ ନାନା ସପନ ସପନରେ ଯଦି ଥରେ ଶ୍ୟାମ ଭେଟ ପଡେ ରାମ କହେ ମନ ଝୁରି ମରେ ସାରା ଜୀବନ

No comments:

Post a Comment