Saturday 10 August 2024

କିବା ଗାଇବି ତୋହର ଭକତଙ୍କ ଲୀଳା ଯଶ

କିବା ଗାଇବି ତୋହର ଭକତଙ୍କ ଲୀଳା ଯଶ ହେ ଗୋବିନ୍ଦ ସେହି ଅପରିମିତ ଅମୃତ ଭାଣ୍ଡ ତୋହର ପ୍ରେମରେ ଅନ୍ଧହୋଇ ନାଚେ ଗାଏ ହେ ଗୋବିନ୍ଦ ଯେଉଁଠି ବୈଷ୍ଣବ ହୁଅନ୍ତି ରୁଣ୍ଡ

No comments:

Post a Comment