Sunday 11 August 2024

ସଦା ସଦା ନିରନ୍ତର ସୁଧା ବର୍ଷିଣୀ ବିଶ୍ୱ ଜନନୀ

ସଦା ସଦା ନିରନ୍ତର ସୁଧା ବର୍ଷିଣୀ ବିଶ୍ୱ ଜନନୀ ମାଆ ରୂପେ ସଦା ବୁଝିପାରେ ଅନ୍ତର ବେଦନା ନିରନ୍ତର ଭକତ ଚଲା ପଥରେ ତ୍ରିନୟନା ସ୍ଥିର ମାଆ ରୂପେ ସଦା ସନ୍ତାନର କୋଟିଏ ସାନ୍ତ୍ୱନା

No comments:

Post a Comment