Sunday 11 August 2024

ତୋ ହାତ ଯେବେ ମୋ ଦେହ ସ୍ପର୍ଶ କରେ ମାଆ

ତୋ ହାତ ଯେବେ ମୋ ଦେହ ସ୍ପର୍ଶ କରେ ମାଆ ମାଆ ଗୋ ଆତ୍ମା ପରମାତ୍ମା ସଙ୍ଗେ ହୁଏ ମିଳନ ମୋ ଦୁଇ ଆଖି ହାତ ମନ ପାଉ ନ ଥିବା ମଳିକୁ ଚାଟି ସଫାକରୁ ତୋ ସ୍ନେହଁ କି କରିବି ଆକଳନ

No comments:

Post a Comment