Thursday 8 August 2024

ମୋ ପ୍ରାଣ ବାୟୁଠାରୁ ତୁହି ଆହୁରି ନିକଟ

ମୋ ପ୍ରାଣ ବାୟୁଠାରୁ ତୁହି ଆହୁରି ନିକଟ ହେ ଗୋବିନ୍ଦ ମୋତେ କଥା ନ କହୁ କିଆଁ ସୁମତି ସିରିଆ ପଣତରେ ମୁହଁ ଲୁଚାଉଛୁ ହେ ଗୋବିନ୍ଦ ଏଠି ମୁଁ କାନ୍ଦୁଛି କୁଆଁ କୁଆଁ

No comments:

Post a Comment