Thursday 8 August 2024

ଯଦି ମୁଁ ଭେଟନ୍ତି ଥରୁଟେ ତୁମ୍ଭଙ୍କୁ ହେ ଗୋବିନ୍ଦ

ଯଦି ମୁଁ ଭେଟନ୍ତି ଥରୁଟେ ତୁମ୍ଭଙ୍କୁ ହେ ଗୋବିନ୍ଦ ବିନା ଘୁଙ୍ଗୁରରେ ନାଚି ହୋଇ ଯାଆନ୍ତି ମୂର୍ଛିତ ହେଲେ ମୋହର ପ୍ରାରବ୍ଧ ହେଲା ପାଦ ଶିକୁଳି ଦୁର୍ଲଭ ନର ଦେହ ବହି ସ୍ପର୍ଶରୁ ହେଲି ବଞ୍ଚିତ

No comments:

Post a Comment