Saturday 3 August 2024

ସ୍ନାନ ପୋଖରୀ ଅସୀମ ନୀଳ ଗଗନ

ସ୍ନାନ ପୋଖରୀ ଅସୀମ ନୀଳ ଗଗନ ପିନ୍ଧା ବସନ ଅଶେଷ ପୁଷ୍ପର ପାଖୁଡା ପୂର୍ଣ୍ଣ ବ୍ରହ୍ମ ପୂର୍ଣ୍ଣ ତୁଷ୍ଟ ବ୍ରହ୍ମଦାରୁ ବାସୀ ଭୋଜନ କରେ ଅନ୍ନପୂର୍ଣ୍ଣାର ଅବଢ଼ା

No comments:

Post a Comment