Friday 2 August 2024

ମୋ ହୃଦୟରେ ଥରୁଟିଏ ହୁଅ ହେ ଅତିଥି

ମୋ ହୃଦୟ କମଳରେ ଥରୁଟେ ଅତିଥି ହୁଅନ୍ତନି କି ହେ ମହାଯୋଗୀ ମହାଦେବ ହୃଦୟ ନିତ୍ୟ ନିବାସା ଇନ୍ଦ୍ରିୟ ମେଳରେ ତାଳ ଦେଉ ଦେଉ କାଳ ସରିଲା ହେ ଅହଲ୍ୟା ଉଦ୍ଧାର ଠାବ ନ କଲି ଜାନକୀ ଆଶା

No comments:

Post a Comment