Sunday 4 August 2024

ଏଡ଼େ ଏଡ଼େ ବଡ ଆଖିରେ ତୁମ୍ଭେ ଚାହିଁଲେ

ଏଡ଼େ ଏଡ଼େ ବଡ ଆଖିରେ ତୁମ୍ଭେ ଚାହିଁଲେ ମଣିମା ହେ ମୋର ସକଳ ଅଵଗୁଣ ଦିଶିବ କେତେ କାଳ କେତେ ଡାକି ଡାକି ଭେଟିଛି ଆଉ କି ଚକାଡୋଳାରେ ଚର୍ମ ଚକ୍ଷୁ ମିଶିବ

No comments:

Post a Comment