Sunday 4 August 2024

ଏକରୁ ହେଲୁ ଅନେକ ଅନେକ ଆକାର

ଏକରୁ ହେଲୁ ଅନେକ ଅନେକ ଆକାର ଅଶେଷ ଅଶେଷ ଖଞ୍ଜିଦେଲୁ ବାଡ଼ି ବୃତ୍ତି ମୋତେ ଦେଲ ଏହି ଦୁର୍ଲଭ ନର ଦେହ ପାଦ ସେବାକୁ ମନ ଝୁରଇ ଲକ୍ଷ୍ମୀ ପତି

No comments:

Post a Comment