Sunday 11 August 2024

ତୋହର ବଚନ ତୁହି ଯେବେ ରଖିବୁ ହେ ଗୋବିନ୍ଦ

ତୋହର ବଚନ ତୁହି ଯେବେ ରଖିବୁ ହେ ଗୋବିନ୍ଦ ମନ କହୁଛି ଏ ପ୍ରାଣ ହେବ ଶ୍ରୀମୁଖ ନାକରେ ଚଣା ସଦା ଲଭି ଅପଲକ ଦୃଷ୍ଟି ସଦା ଲଭି କୃପାର ବୃଷ୍ଟି ମନ କହୁଛି ଏହି ପ୍ରାଣ ବ୍ରହ୍ମଦାରୁରେ କରିବ ଠଣା

No comments:

Post a Comment