Sunday 4 August 2024

ଏ ଅସ୍ଥାୟୀ ଦେହ ଘରେ ରୁହନ୍ତି ମନ ଆଉ ବୁଦ୍ଧି

ଏ ଅସ୍ଥାୟୀ ଦେହ ଘରେ ରୁହନ୍ତି ମନ ଆଉ ବୁଦ୍ଧି ଇନ୍ଦ୍ରିୟ ଦ୍ୱାରଦେଶ ଦେଇଣ କରନ୍ତି ଯାଆ ଆସ ଘର ମାଲିକ ଅଧାଗଢା ସଦା ଅନନ୍ତ ଶୟନରେ କଳିରେ ନିଷ୍କାମ ବିରଳ ଆତ୍ମା କରେ ଉପବାସ

No comments:

Post a Comment