Wednesday 7 August 2024

ମୋ ସବୁ ପାପ କ୍ଷମା କରି ଆପଣ ଡାକିଲେ

ମୋ ସବୁ ପାପ କ୍ଷମା କରି ଆପଣ ଡାକିଲେ ସ୍ୱାମୀ ହେ ମୁଁ ବସିବା ଜାଗାରୁ ଆସିଲି ଉଠି ଅନ୍ତର୍ଯ୍ୟାମୀ ମୁଁ ଯେ କେତେ କଷ୍ଟ ପାଉଥିଲି ଏହି ବିଷମ ସଂସାରଟି ଗୋଟିଏ ଅଠା କାଠି

No comments:

Post a Comment