Wednesday 7 August 2024

ଶେଷନାଗ ସାତ ଫଣା ଛାୟା ତେଜି ଅନନ୍ତ

ଶେଷନାଗ ସାତ ଫଣା ଛାୟା ତେଜି ଅନନ୍ତ ସତ୍ୟପଥ ଯାତ୍ରୀ ପାଇଁ ଧରନ୍ତି ନିଜେ ଛତା କୋଟିଏ ମାଆଠାରୁ ଉଦାର ସେ ଅପଲକ ବୈଷ୍ଣବକୁ ଢାଙ୍କି ରଖନ୍ତି ବୁଜି ନିଜର ପତା

No comments:

Post a Comment