Saturday 10 August 2024

କେବେ ବିଶ୍ୱକର୍ମା ଯୋଡିଲା ତୋ କୁନି ପାଦ

କେବେ ବିଶ୍ୱକର୍ମା ଯୋଡିଲା ତୋ କୁନି ପାଦ ମୋ କଳା କାଇଞ୍ଚରେ ଆଉ କି ପାରିବି ଧରି ବଳିଲା ବଳିଲା ବାହା ଚକାଡୋଳା ଆଖିକୁ ମୋ କଳା କାଇଞ୍ଚରେ ଝରିଗଲି ଝୁରି ଝୁରି

No comments:

Post a Comment