Monday 5 August 2024

ଆହାଃ କି ମିଠା ଗୋବିନ୍ଦ ଗୋବିନ୍ଦ ଉଚ୍ଚାରଣ

ଆହାଃ କି ମିଠା ଗୋବିନ୍ଦ ଗୋବିନ୍ଦ ଉଚ୍ଚାରଣ ଆହାଃ କି ମିଠା ସେହି ଉଚ୍ଚାରଣ ରାଧା ରାଧା ଏକୁ ଆରେକ ବୈଷ୍ଣବ କଣ୍ଠ କୋକିଳ ମଧୁର ଶୃତି ମଧୁର ଚିତ୍ତ ଚୋରା ହରଇ ଭଵ ବାଧା

No comments:

Post a Comment