Monday 5 August 2024

କେବଳ ଗୋଟିଏରୁ ହେଲୁ ଅନେକ ଅଶେଷ

କେବଳ ଗୋଟିଏରୁ ହେଲୁ ଅନେକ ଅଶେଷ ପଞ୍ଚ ପ୍ରାଣରେ ମଳୟ ହୋଇ ବହିଲା ସଧିର ଆଚାଣ୍ଡାଳ ଏକାଠି ତୋର ଘୋଷ ଯାତ୍ରାରେ ପ୍ରତିଟି ଘୁଙ୍ଗୁର ନୃତ୍ୟରେ ହୋଇଲା ଅଧିର

No comments:

Post a Comment