Wednesday 7 August 2024

ଏହି ମାନବ ଜୀବନ ଏକ ଅମୃତ କଳସୀ

ଏହି ମାନବ ଜୀବନ ଏକ ଅମୃତ କଳସୀ ଏକ ନିସ୍ଵାର୍ଥପର ମଧୁମକ୍ଷିର ମହୁଫେଣା ଏହି ମାନବ ଜୀବନ ନିଷ୍କାମ କର୍ମର ଯଜ୍ଞ ସାଧିଲେ କୃଷ୍ଣ ଭେଟକୁ ନ ଲାଗେ ଅଣା

No comments:

Post a Comment