Tuesday 6 August 2024

ଚୋର ସଦା ସର୍ବଦା ପଶୁଥାଏ ପର ଘରେ

ଚୋର ସଦା ସର୍ବଦା ପଶୁଥାଏ ପର ଘରେ ବୈଷ୍ଣବ ସଦା ସର୍ବଦା ବାଣ୍ଟି ବୁଲେ ପ୍ରେମ ଚୋର ଘରେ ସଦା ସଦା ସର୍ବଦା ଅଭାବ ବୈଷ୍ଣବ ଘରେ ସଦା ସଦା ସର୍ବଦା ରାମ

No comments:

Post a Comment