Tuesday 6 August 2024

କେବଳ ଅର୍ଥ ଅଧିକାର ଲାଭ ନିମନ୍ତେ

କେବଳ ଅର୍ଥ ଅଧିକାର ଲାଭ ନିମନ୍ତେ ପ୍ରେମ ସମ୍ପର୍କକୁ ସମ୍ପୂର୍ଣ ମୁଁ ତ୍ୟାଗ କଲି ଅଖିଳପତିଙ୍କୁ ଅବଢ଼ା ଭୁଞ୍ଜୁଥିବା ଦେଖି ପ୍ରେମ ଦୀକ୍ଷା ବ୍ରହ୍ମଦାରୁକୁ ମୁଁ ଭିକ୍ଷାକଲି

No comments:

Post a Comment