Friday 9 August 2024

ମାଙ୍କଡ ଶିଶୁ ଯେହ୍ନେ ମାଆକୁ ଦୃଢ଼େ ଜାବୁଡ଼ି ଧରି

ମର୍କଟ ଶିଶୁ ଯେହ୍ନେ ମାଆକୁ ଦୃଢ଼େ ଜାବୁଡ଼ି ଧରି ବିପଦ ସଙ୍କୁଳ ଅରଣ୍ୟରେ ହୁଅଇ ଅତିବ ନିର୍ଭୟ ତେମନ୍ତେ ତୋ ରୁପକୁ ଆଶ୍ରା କରିଛି ମାଆ ଗୋ ଅସହ୍ୟ ଜୀବନ ଜଞ୍ଜାଳରେ ତୁହି ମୋର ଅଭୟ

No comments:

Post a Comment