Thursday 12 September 2024

କଜଳ କଳାଠାରୁ ଶ୍ୟାମା ଦେହ କଳା

କଜଳ କଳାଠାରୁ ଶ୍ୟାମା ଦେହ କଳା ପାପୁଲି ଆଙ୍ଗୁଠି ପଦ୍ମ ପାଖୁଡା ସୁନ୍ଦର ଆଗମ ନିଗମ ପୃଷ୍ଠାଠାରୁ ବେଶି ଯଶ ଅପାଙ୍ଗ କୃପାଧାର ଚକ୍ଷୁ ପ୍ରିୟ ମନ୍ଦାର

No comments:

Post a Comment