Saturday 7 September 2024

ଆଖିରେ ଛବି କାଠ ପଥର ମୂରତି

ଆଖିରେ ଛବି କାଠ ପଥର ମୂରତି କାନରେ ନାମ ଲୀଳା ଯଶ କିରତି ବୁଦ୍ଧିରେ ଅଜ୍ଞାନ ସନ୍ଦେହ ଦିବିଧା ମନରେ ବସା ଗୋବିନ୍ଦ ଆରତୀ

No comments:

Post a Comment