Tuesday 3 September 2024

ପାପ ପଙ୍କ ଲାଗିଣ ଅପବିତ୍ର ହେଲା ବୋଲି ଦେହ

ପାପ ପଙ୍କ ଲାଗିଣ ଅପବିତ୍ର ହେଲା ବୋଲି ଦେହ ଆକୁଳ ବ୍ୟାକୁଳ ମୋ ଡାକକୁ କର୍ଣ୍ଣରେ ଦେଲୁ ହାତ ମାଆ କମଳା ସବୁଠୁଁ କୋମଳ ହୃଦୟ କରୁଣା ଦୃଷ୍ଟି ପାଦରେ ମୁଣ୍ଡ ପିଟୁଥିବି ତୁହି ମାଆ ମୁହିଁ ତୋ ସୁତ

No comments:

Post a Comment