Saturday 14 September 2024

ମୁହିଁ ପରଦେଶୀ ହେଲି ଆଶ୍ରୟ ଟିକିଏ ଲୋଡୁଥିଲି

ମୁହିଁ ପରଦେଶୀ ହେଲି ଆଶ୍ରୟ ଟିକିଏ ଲୋଡୁଥିଲି ଉଦାର ଗୋବିନ୍ଦ ଜାଗା ଦେଲେ ବୈଷ୍ଣବ ପିଣ୍ଢାରେ ଝରକା ଫାଙ୍କରୁ ମୃଦ୍ୟୁ ମୃଦ୍ୟୁ ବଂଶୀଧ୍ୱନି ଶୁଭୁଥିଲା ଜଞ୍ଜାଳରେ ଜଳୁଥିଲା ମନ କୃଷ୍ଣ ପ୍ରେମ କି ଥଣ୍ଡାରେ

No comments:

Post a Comment