Friday 6 September 2024

ବୈଷ୍ଣବ ବାସରେ ମୁହିଁ ସକଳ ଜୀବନଟି ବିତାଇଦେଲି

ବୈଷ୍ଣବ ବାସରେ ମୁହିଁ ସକଳ ଜୀବନଟି ବିତାଇଦେଲି ହେ ଉଦାର ଗୋବିନ୍ଦ ଥରୁଟେ ଲଭିବାକୁ ପାଦ ଦର୍ଶନ ଏଡିକି ପାଖରେ ଦେଖିବି ଅଣଦେଖା କଲ ମହାବାହୁ ହେ ଉଦାର ଥରୁଟିଏ ପାଦ ସ୍ପର୍ଶକୁ ନ ହେଲି ଭାଜନ

No comments:

Post a Comment