Saturday 7 September 2024

ଓଁ ନମୋ ପୁରୁଷୋତ୍ତମ ଗୋବିନ୍ଦ ନମୋ ନମାମି

ଓଁ ନମୋ ପୁରୁଷୋତ୍ତମ ଗୋବିନ୍ଦ ନମୋ ନମାମି ବୈଷ୍ଣବ ପାଦ ସେବାରେ ସ୍ଥିର ରହୁ ମୋର ମତି ଅଶେଷ ସଞ୍ଚିତ ପାପରେ କଳୁଷିତ ଏ କଳେବର ପ୍ରତୀତ ଏ ଜନ୍ମରେ ଭେଟି ନ ହେବେ ଲକ୍ଷ୍ମୀପତି

No comments:

Post a Comment