Wednesday 4 September 2024

ଶ୍ରୀଗୁରୁ ଗୋବିନ୍ଦ ପତିତପାବନ କେଉଁଠି ରହିଲେ

ଶ୍ରୀଗୁରୁ ଗୋବିନ୍ଦ ପତିତପାବନ କେଉଁଠି ରହିଲେ ବାତ୍ସଲ୍ୟ ମମତା ବହି କହି ଦିଅ ମା ଭୁବନେଶ୍ୱରୀ ଶକ୍ତି ସ୍ୱରୂପିଣୀ ହୃଦୟ ବାସିନୀ କେତେ ଖୋଜୁଛି ଅଢେଇ ଦିନ ଇହକାଳ ଯାତ୍ରା ସରିଲା ଘୁରି ଘୁରି

No comments:

Post a Comment