Tuesday 3 September 2024

ପାପ ପଙ୍କ ଲାଗିଣ ଅପବିତ୍ର ହେଲା ବୋଲି ଦେହ

ପାପ ପଙ୍କ ଲାଗିଣ ଅପବିତ୍ର ହେଲା ବୋଲି ଦେହ ଆକୁଳେ ବ୍ୟାକୁଳେ ଡାକିଲେ କାନକୁ କଲୁ ପଥର ମାଆ ହାତରେ ତେନ୍ତୁଳି ଛାଟ ଶିଶୁର ପଣତକାନି ପୁଅ ତୋର ମାଆ ମୋର ଦେବୁ ଡାକର ଉତ୍ତର

No comments:

Post a Comment