Monday 9 September 2024

ବୋଉ ସାଙ୍ଗରେ ଗଲେ ଗୁହାଳ ଗାଈ

ବୋଉ ସାଙ୍ଗରେ ଗଲେ ଗୁହାଳ ଗାଈ ବାପାଙ୍କ ସାଙ୍ଗରେ ଗଲେ ଧାନ ଖଇ କ୍ଷୀର ଚିନି ଭିଜା ଖଇ ହେଲା ଦୁର୍ଲଭ ଆହାଃ କେଡେ ଅଭାଗା ଆମ ପିଲା

No comments:

Post a Comment