Sunday 15 September 2024

ଗୋପଦାଣ୍ଡ ମାଟିକୁ ଶ୍ରୀଗୋବିନ୍ଦ ହେ ତୁମ୍ଭେ ଶ୍ରୀତୁଣ୍ଡରେ ଭରିଲ

ଗୋପଦାଣ୍ଡ ମାଟିକୁ ଶ୍ରୀଗୋବିନ୍ଦ ହେ ତୁମ୍ଭେ ଶ୍ରୀତୁଣ୍ଡରେ ଭରିଲ ଆହାଃ ସେ ନନ୍ଦରାଣୀ ଯଶୋଦାର ଥିଲାଟି କେଡେ ମହାପୁଣ୍ୟ ଈଷତ ହସି ତୁମ୍ଭେ ମୁଖ ଗହ୍ଵରରେ ଦେଖାଇଲ ଅଖିଳ ବ୍ରହ୍ମାଣ୍ଡ ଆହାଃ ସେ ମଧୁର ବେଣୁଧର ଚିନ୍ତି ପତିତ ହେଲେ ପାପଶୂନ୍ୟ

No comments:

Post a Comment